ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଡଚ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଡଚ   ବିଶେଷ୍ୟ

ଅର୍ଥ : ନେଦରଲ୍ୟାଣ୍ଡର ନିବାସୀ

ଉଦାହରଣ : ସେହି ଡଚକୁ ଗୁପ୍ତ ବିମାନଦ୍ୱାରା ଡକାଯାଇଥିଲା

ସମକକ୍ଷ : ନେଦରଲ୍ୟାଣ୍ଡବାସୀ, ହଲାଣ୍ଡବାସୀ

The people of the Netherlands.

The Dutch are famous for their tulips.
dutch, dutch people

ଅର୍ଥ : ନେଦରଲ୍ୟାଣ୍ଡରେ କୁହାଯାଉଥିବା ଭାଷା

ଉଦାହରଣ : ନେଦରଲ୍ୟାଣ୍ଡ ଭିନ୍ନ ଅନ୍ୟ ଦେଶମାନଙ୍କରେ ମଧ୍ୟ ଡଚ ଭାଷା କୁହାଯାଏ

ସମକକ୍ଷ : ଡଚ ଭାଷା

नीदरलैंड में बोली जाने वाली भाषा।

डच नीदरलैंड के अलावा अन्य देशों में भी बोली जाती है।
डच, डच भाषा, डच-भाषा

The West Germanic language of the Netherlands.

dutch

ଡଚ   ବିଶେଷଣ

ଅର୍ଥ : ଡଚ ଭାଷାର ବା ଡଚ ଭାଷା ସଂବନ୍ଧିତ

ଉଦାହରଣ : ତାଙ୍କର ଡଚ ରଚନାଗୁଡ଼ିକୁ ସୁରକ୍ଷିତ ରଖାଯାଇଛି

डच भाषा का या डच भाषा से संबंधित।

उनकी डच रचनाओं को सुरक्षित रखा गया है।
डच

ଅର୍ଥ : ନେଦରଲ୍ୟାଣ୍ଡର ବା ନେଦରଲ୍ୟାଣ୍ଡ ସଂବନ୍ଧିତ

ଉଦାହରଣ : ଆମେ ଡଚ ମ୍ୟୁଜିୟମ ଦେଖିବାକୁ ଯାଇଥିଲୁ

नीदरलैंड का या नीदरलैंड से संबंधित।

हम डच म्यूज़ियम देखने गए थे।
डच

Of or relating to the Netherlands or its people or culture.

Dutch painting.
Dutch painters.
dutch