ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଡଗର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଡଗର   ବିଶେଷ୍ୟ

ଅର୍ଥ : ଲୋକମାନଙ୍କ ଯାତାୟତରେ ଜଙ୍ଗଲ ବା ଖେତରେ ତିଆରି ହୋଇ ଯାଉଥିବା ପତଳା ରାସ୍ତା

ଉଦାହରଣ : ସେ ନିଜ ସ୍ୱାମୀଙ୍କ ନିମନ୍ତେ ଡଗରରେ ଖାଦ୍ୟ ନେଇ ଯାଉଥିଲା

ସମକକ୍ଷ : ପାଦଚଲା ରାସ୍ତା, ସରି

जंगलों या खेतों में का वह पतला रास्ता जो लोगों के आने-जाने से बन जाता है।

वह पगडंडी से होकर अपने पति के लिए खाना ले जा रही थी।
खुरहर, पगडंडी, पौदर, स्कंधपथ, स्कन्धपथ

A trodden path.

footpath, pathway