ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଠିକ୍ ରୂପେ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଠିକ୍ ରୂପେ   କ୍ରିୟା ବିଶେଷଣ

ଅର୍ଥ : ଯେମିତି ଦରକାର ସେହି ଭଳି ଭାବରେ ବା ଠିକ୍ ରୂପେ

ଉଦାହରଣ : ଶିକାରୀଟିର ଲକ୍ଷ୍ୟ ଠିକ୍ ରୂପେ ଭେଦ କଲାଏହି ଜୀବର ଅଙ୍ଗ ଠିକଭାବେ ବିକଶିତ ହୋଇନାହିଁ

ସମକକ୍ଷ : ଠିକ୍ ଢଙ୍ଗରେ, ଭଲ ରୂପେ

जैसा चाहिए उस तरह से या उचित रीति से।

उसका निशाना ठीक लगा।
इस जीव के अंग ठीक से विकसित नहीं हैं।
अच्छी तरह, अच्छी तरह से, अच्छे से, ठीक, ठीक से, सुचारु रूप से

To a suitable or appropriate extent or degree.

The project was well underway.
The fetus has well developed organs.
His father was well pleased with his grades.
well

ଅର୍ଥ : ଭଲ ଭାବରେ

ଉଦାହରଣ : ମୁଁ ସୋହନ୍‌କୁ ଭଲଭାବରେ ଜାଣେ

ସମକକ୍ଷ : ଆଚ୍ଛାଭାବେ, ଆଚ୍ଛାରକମର, ଭଲ ଭାବରେ, ଭଲରକମର, ସର୍ବତୋଭାବେ