ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଟ୍ରିପଟୋଫେନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଟ୍ରିପଟୋଫେନ   ବିଶେଷ୍ୟ

ଅର୍ଥ : ମଣିଷର ଜୀବନ ପ୍ରକ୍ରିୟାପାଇଁ ଆବଶ୍ୟକ ପ୍ରୋଟିନରେ ବିଦ୍ୟମାନ ଏକ ପ୍ରକାର ଆମିନୋ ଏସିଡ

ଉଦାହରଣ : ଟ୍ରିପଟୋଫେନ ଅଭାବରେ ପେଲେଗ୍ରା ରୋଗ ହୁଏ

प्रोटीन में विद्यमान मानव चयापचय के लिए आवश्यक एक प्रकार का अमीनो एसिड।

ट्रिप्टोफेन की कमी से पेलाग्रा रोग होता है।
ट्रिप्टोफेन, ट्रिप्टोफैन