ଅର୍ଥ : ଚୁମ୍ବକୀୟ ଫିତାରେ ରେକର୍ଡ କରିବା କ୍ରିୟା
ଉଦାହରଣ :
ସେ ନିଜ ଛୁଆଙ୍କର ହର୍ଷଧ୍ୱନି ଟେପ୍ କରିଛନ୍ତି
ଅର୍ଥ : ଯେଉଁ ଯନ୍ତ୍ରରେ ଗୀତ, ଭାଷଣଆଦିକୁ ଟେପ୍ କରାଯାଏ ବା ଶୁଣା ଯାଇପାରିବ
ଉଦାହରଣ :
ସେ ଦିନସାରା ଟେପ୍ ଶୁଣୁଅଛି
ସମକକ୍ଷ : ଟେପ୍ ରେକର୍ଡ଼ର