ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଟାଙ୍ଗିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଟାଙ୍ଗିବା   କ୍ରିୟାପଦ

ଅର୍ଥ : ତଳୁ କୌଣସି ଉଚ୍ଚ ଆଧାର ଉପରେ ଏହି ପ୍ରକାର ଟାଙ୍ଗିବା ଯେ ଟଙ୍ଗା ଯାଇଥିବା ବସ୍ତୁ ଏବଂ ଯେଉଁ ସ୍ଥାନରେ ଟଙ୍ଗା ଯାଇଥାଏ ସେମାନଙ୍କ ବ୍ୟତୀତ ଅନ୍ୟ ସବୁ ସ୍ଥାନ ଖାଲି ଥାଏ

ଉଦାହରଣ : ଶ୍ୟାମ କୁର୍ତାକୁ ଖୁଣ୍ଟି ଉପରେ ଟାଙ୍ଗିଲା

नीचे से किसी ऊँचे आधार पर इस प्रकार टिकाना कि टिके या अड़े हुए छोर के अतिरिक्त और सब भाग अधर में हों।

श्याम ने कुर्ते को खूँटी पर टाँगा।
टाँगना, टांगना, लटकाना

Hang freely.

The secret police suspended their victims from the ceiling and beat them.
suspend