ଅର୍ଥ : ଟଳମଳ ହେବାର ପ୍ରକ୍ରିୟା, ଅବସ୍ଥା ବା ଭାବ
ଉଦାହରଣ :
ନାବିକ ତୋଫାନରେ ଜାହାଜର ଟଳମଳ ହେବାରେ ବ୍ୟତିବ୍ୟସ୍ତ ଯାତ୍ରୀମାନଙ୍କୁ ସାନ୍ତ୍ବନା ଦେଉଥିଲେ
ଅର୍ଥ : ଟଳମଳ ଭାବ
ଉଦାହରଣ :
ମୁଁ ରାସ୍ତା କଡ଼ରେ ଠିଆ ହୋଇଥିବା ମଦୁଆ ନିଶାରେ ଟଳମଳ ହେବା ଓ ପଡ଼ିଯିବା ଦେଖୁଥିଲି