ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଟପ୍ପା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଟପ୍ପା   ବିଶେଷ୍ୟ

ଅର୍ଥ : ଏକ ପ୍ରକାରର ପ୍ରଚଳିତ ପଞ୍ଜାବୀ ଗାନା

ଉଦାହରଣ : ପରମଜୀତ ତା ସାଙ୍ଗମାନଙ୍କୁ ଟପ୍ପା ଶୁଣାଉଛି

ସମକକ୍ଷ : ଟପ୍ପା ଗୀତ

एक प्रकार का चलता पंजाबी गाना।

परमजीत अपने दोस्तों को टप्पा सुना रहा है।
टप्पा, टप्पा गाना

ଅର୍ଥ : ତିଲୱାଡା ତାଳରେ ବଜାଯାଉଥିବା ସଙ୍ଗୀତର ଏକ ପ୍ରକାର ତାଳ

ଉଦାହରଣ : ବାଦକ ଟପ୍ପା ଶିଖାଉଛନ୍ତି

संगीत में एक प्रकार का ठेका जो तिलवाड़ा ताल पर बजाया जाता है।

वादक टप्पा सिखा रहे हैं।
टप्पा

ଅର୍ଥ : ପାଲ ଲଗା ହୋଇଥିବା ଭେଳା

ଉଦାହରଣ : ସେ ପାଲଟଣା ଭେଳାରେ ନଦୀ ପାରି ହେଉଛି

ସମକକ୍ଷ : ପାଲଟଣା ଭେଳା

पाल लगा हुआ बेड़ा।

वे टप्पा से नदी पार कर रहे हैं।
टप्पा

A flat float (usually made of logs or planks) that can be used for transport or as a platform for swimmers.

raft

ଅର୍ଥ : ଏକ ପ୍ରକାର ଗୀତ ଯେଉଁଥିରେ ଗଳାର ସ୍ବରରେ ବିଶେଷ ପ୍ରକାରରେ ବହୁତ ଛୋଟଛୋଟ ଅଂଶ ବାହାରେ

ଉଦାହରଣ : ଲକ୍ଷ୍ନୌର ଗୁଲାମ ନବୀ ଶୋରୀରେ ଟପ୍ପାର ପ୍ରଚଳନ କରିଥିଲେ

एक प्रकार का गाना जिसमें गले से स्वरों के बहुत छोटे-छोटे हिस्से विशेष प्रकार से निकाले जाते हैं।

लखनऊ के गुलाम नबी शोरी ने टप्पे का प्रचलन किया था।
टप्पा

The act of singing vocal music.

singing, vocalizing