ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଟଣାସୁତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଟଣାସୁତା   ବିଶେଷ୍ୟ

ଅର୍ଥ : ଲୁଗାବୁଣାରେ ଲମ୍ବା ଏବଂ ଚଉଡ଼ା ଅନୁସାରେ ବୁଣାଯାଇଥିବା ସୂତା

ଉଦାହରଣ : ବୁଣାକାର ଅନେକ ରଙ୍ଗର ଟଣାସୂତାଦ୍ୱାରା ଲୁଗାର ରୂପରେଖ ତିଆରି କରିଥାଏ

कपड़े की बुनावट में लम्बाई और चौड़ाई के बल बुने हुए सूत।

जुलाहा कई रंगों के ताने-बाने बनाकर कपड़ों की रूपरेखा तैयार करता है।
ताना बाना, ताना-बाना, तानाबाना