ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଝଡ଼ି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଝଡ଼ି   ବିଶେଷ୍ୟ

ଅର୍ଥ : ତୋଫାନଠାରୁ କମ ହୋଇଥିବା ପ୍ରବଳ ପବନର ଝଲକା

ଉଦାହରଣ : ରହିରହି ଝଡ଼ି ହେଉଛି

तेज हवा का झोका जो आँधी से कम हो।

रह-रहकर बौखा उठ रहा है।
बौखा

ଅର୍ଥ : କିଛି ସମୟପର୍ଯ୍ୟନ୍ତ ଲଗାତରଭାବେ ହେଉଥିବା ବର୍ଷା

ଉଦାହରଣ : କୁହାଯାଏ ଯେ ଶନିବାରରେ ଆରମ୍ଭ ହେଉଥିବା ଝଡିବର୍ଷା ଶନିବାର ପର୍ଯ୍ୟନ୍ତ ଚାଲିଥାଏ ଝଡ଼ି ଥମୁ ନାହିଁ

ସମକକ୍ଷ : ଅନବରତ ବର୍ଷା

कुछ समय तक लगातार होनेवाली वर्षा।

कहते हैं कि शनिवार की लगी झड़ी अगले शनिवार तक चलती है।
झड़ी थम ही नहीं रही है।
अनवरत वर्षा, झड़ी, झरी