ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଝୁମର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଝୁମର   ବିଶେଷ୍ୟ

ଅର୍ଥ : ମୁଣ୍ଡରେ ପିନ୍ଧାଯାଉଥିବା ଏକ ଗହଣା

ଉଦାହରଣ : ଶୀଲା ଝୁମର ପିନ୍ଧିବାକୁ ପସନ୍ଦ କରେ

सिर पर पहनने का एक गहना।

शीला झूमर पहनना पसंद करती है।
झूमड़, झूमर

ଅର୍ଥ : ଝୁମର ଗୀତ ଗାଉଥିବା ସମୟରେ ଯେଉଁ ନୃତ୍ୟ ହୁଏ

ଉଦାହରଣ : ସାହି ତମାମର ସ୍ତ୍ରୀଲୋକେ ଝୁମର ନୃତ୍ୟ ଦେଖିବା ନିମନ୍ତେ ଜମା ହୋଇଗଲେ

ସମକକ୍ଷ : ଝୁମର ନୃତ୍ୟ

एक प्रकार का नृत्य जो झूमर गीत गाते समय होता है।

झूमर देखने के लिए मुहल्ले भर की औरतें जमा हो गयीं।
झूमक, झूमक नृत्य, झूमड़, झूमर

Taking a series of rhythmical steps (and movements) in time to music.

dance, dancing, saltation, terpsichore