ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଝୁଣ୍ଟିଆ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଝୁଣ୍ଟିଆ   ବିଶେଷ୍ୟ

ଅର୍ଥ : ପାଦ ଆଙ୍ଗୁଠିରେ ପିନ୍ଧା ଯାଉଥିବା ଧାତୁବଳୟ

ଉଦାହରଣ : ସେ ଡାହାଣ ଗୋଡ଼ ଆଙ୍ଗୁଠିରେ ଝୁଣ୍ଟିଆ ପିନ୍ଧିଛି

पैर के अँगूठे में पहना जानेवाला छल्ला।

उसने दाहिने पैर के अँगूठे में अनवट पहन रखा है।
अनवट

ଅର୍ଥ : ପାଦ ଆଙ୍ଗୁଳିରେ ପିନ୍ଧା ଯାଉଥିବା ମୁଦି

ଉଦାହରଣ : ସେ ନିଜ ପାଦ ଆଙ୍ଗୁଠିରେ ରୁପାର ଗୋଡ଼ମୁଦି ପିନ୍ଧିଛି

ସମକକ୍ଷ : ଗୋଡ଼ମୁଦି

पैर की उँगलियों में पहनने का छल्ला।

उसने अपने पैर की अंगुलियों में चाँदी के बिछुए पहन रखे हैं।
कोतरी, बिछिआ, बिछिया, बिछुआ, बिछुवा

An adornment (as a bracelet or ring or necklace) made of precious metals and set with gems (or imitation gems).

jewellery, jewelry

ଅର୍ଥ : ହାତ ବା ପାଦର ଆଙ୍ଗୁଳି ପବରେ ପିନ୍ଧିବା ନିମନ୍ତେ ବିଶେଷତଃ ରୂପାରେ ତିଆରି ହୋଇଥିବା ମୁଦି ଆକାରର ଏକ ଗହଣା

ଉଦାହରଣ : ସୀତାର ପାଦ ଆଙ୍ଗୁଳିରେ ଝୁଣ୍ଟିଆ ସୁନ୍ଦର ଦିଶୁଛି

हाथ या पैर की उँगलियों की पोरों में पहनने के लिए छल्ले के आकार का एक गहना जो विशेषकर चाँदी का बना होता है।

सीता के पैर की उँगलियों में पोरिया सुशोभित है।
पोरिया, पोरुआ