ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଝିପିଝିପି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଝିପିଝିପି   ବିଶେଷ୍ୟ

ଅର୍ଥ : ବର୍ଷା ସମୟରେ ଛୋଟଛୋଟ ବୁନ୍ଦା ପଡ଼ିବା କ୍ରିୟା

ଉଦାହରଣ : ତୃଷାର୍ତ୍ତ ପୃଥିବୀ ଝିପିଝିପି ବରଷାରେ ସନ୍ତୁଷ୍ଟ ହେବ ନାହିଁ

ସମକକ୍ଷ : ରିମ୍ ରିମ, ରିମ୍ଝିମ

वर्षा की छोटी-छोटी बूँदे गिरने की क्रिया।

प्यासी धरती की प्यास रिमझिम से बुझने वाली नहीं है।
रिम-झिम, रिमझिम

Very light rain. Stronger than mist but less than a shower.

drizzle, mizzle

ଝିପିଝିପି   କ୍ରିୟା ବିଶେଷଣ

ଅର୍ଥ : କେତେକ ସ୍ଥାନରେ ବା ଅଳ୍ପ ଭାବରେ

ଉଦାହରଣ : ମୌସୁମୀ ବିଭାଗର ସୂଚନାନୁସାରେ ଆଜି ଝିପିଝିପି ବର୍ଷା ହେବ