ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଝାଲର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଝାଲର   ବିଶେଷ୍ୟ

ଅର୍ଥ : କୌଣସି ବସ୍ତୁର ଧାରରେ ଶୋଭା ନିମନ୍ତେ ତିଆରି କରାଯାଇଥିବା ବା ଲଗାଯାଇଥିବା ଝୁଲିଲାବାଲା ଧାର

ଉଦାହରଣ : ସେ ଝାଲର ତିଆରି କାମ କରୁଛି

किसी चीज़ के किनारे पर शोभा के लिए बनाया या लगाया हुआ लटकनेवाला लहरियेदार किनारा।

वह झालर बनाने का काम करता है।
झालर

A strip of pleated material used as a decoration or a trim.

flounce, frill, furbelow, ruffle

ଅର୍ଥ : ଗୋଟିଏ ପ୍ରକାରର ପତଳା ଧଡ଼ି

ଉଦାହରଣ : ତାଙ୍କର ଶାଢ଼ୀରେ ଲାଗିଥିବା ଝାଲର ବହୁତ ସୁନ୍ଦର ଲାଗୁଛି

एक प्रकार का पतला गोटा।

उसकी साड़ी पर लगा धनक बहुत प्यारा लग रहा है।
धनक