ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଝଳେଇ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଝଳେଇ   ବିଶେଷ୍ୟ

ଅର୍ଥ : ଗୋଟିଏ ଧାତବ ବସ୍ତୁରେ ଅନ୍ୟ ଏକ ଧାତବ ବସ୍ତୁକୁ ଯୋଡ଼ିବା ପ୍ରକ୍ରିୟା

ଉଦାହରଣ : କାରୀଗର ଭାଙ୍ଗି ଯାଇଥିବା ନଳକୁ ଝଳେଇ କରୁଛି

ସମକକ୍ଷ : ୱେଲଡିଙ୍ଗ୍

धातु की वस्तु में जोड़ या टाँका लगाने की क्रिया।

कारीगर टूटी हुई नली की झलाई कर रहा है।
झलाई, झलाईगरी, झलाईग़री, झाल, टँकाई, टंकण, टङ्कण, वेल्डिंग, संधान

Fastening two pieces of metal together by softening with heat and applying pressure.

welding

ଅର୍ଥ : ଯେଉଁ ଯୋଡେଇ ମାଧ୍ୟମରେ ଯୋଡା ଯାଉଥିବା ବସ୍ତୁ ଭଲ ଭାବରେ ଜମି ବସିଯାଏ

ଉଦାହରଣ : ଏହି ବଣିଆ ଖୁବ୍‌ ଭଲ ଝଳେଇ କରୁଛି

ସମକକ୍ଷ : ଝଳାଇ

जड़ाव का एक प्रकार, जिसमें जड़ी जानेवाली वस्तु अच्छी तरह जमकर बैठ जाती है।

इस सुनार की पच्ची बहुत मशहूर है।
पच्ची

Art consisting of a design made of small pieces of colored stone or glass.

mosaic