ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଝଲକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଝଲକ   ବିଶେଷ୍ୟ

ଅର୍ଥ : ଯେଉଁ ଦୃଶ୍ୟ ଆଦି ବହୁତ କମ ସମୟପାଇଁ ଆଖିଆଗରେ ରହେ

ଉଦାହରଣ : ଲୋକମାନେ ମହାତ୍ମାଜୀଙ୍କୁ ଏକ ଝଲକ ଦେଖିବାପାଇଁ ଆତୁର ଥିଲେ

वह दृश्य आदि जो बहुत कम समय के लिए आँखों के सामने रहे।

लोग महात्माजी की एक झलक पाने के लिए आतुर थे।
झलक

A brief or incomplete view.

From the window he could catch a glimpse of the lake.
glimpse

ଅର୍ଥ : କୌଣସି ବସ୍ତୁଆଦିର ଗୁଣଧର୍ମର ଅଂଶ

ଉଦାହରଣ : ମଧ୍ୟପ୍ରଦେଶର ସାଗର ଖେଳ ପରିସରରେ ରବିବାର ଦିନ ବିଭିନ୍ନ ପ୍ରଦେଶର ଲୋକକଳାର ଝଲକ ଦେଖିବାକୁ ମିଳେ

ସମକକ୍ଷ : ଛଟା

किसी वस्तु आदि के गुणधर्म का अंश।

मध्यप्रदेश के सागर खेल परिसर में रविवार को विभिन्न प्रदेशों की लोक कलाओं की झलक देखने को मिली।
छटा, झलक

A brief or incomplete view.

From the window he could catch a glimpse of the lake.
glimpse

ଅର୍ଥ : ବହୁତ ହାଲୁକା ସଂଯୋଗ ବା ଅବସ୍ଥା

ଉଦାହରଣ : ତା କବିତାରେ ଛାୟାବାଦର ଆଭାସ ମିଳେ

ସମକକ୍ଷ : ଆଭାସ, ପୁଟ, ପ୍ରତୀତି

बहुत हल्का मेल या रंगत।

उसकी कविता में छायावाद का पुट है।
अभास, आभा, आभास, झलक, पुट, प्रतीति, भान

An outward or token appearance or form that is deliberately misleading.

He hoped his claims would have a semblance of authenticity.
He tried to give his falsehood the gloss of moral sanction.
The situation soon took on a different color.
color, colour, gloss, semblance