ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଝମ୍ପ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଝମ୍ପ   ବିଶେଷ୍ୟ

ଅର୍ଥ : ଝାମ୍ପିନେବାର ପ୍ରକ୍ରିୟା ବା ଭାବ

ଉଦାହରଣ : ରୁଟି ଖଣ୍ଡେ ମିଳିଲା ମାତ୍ରେ କାଉ ତାକୁ ଝାମ୍ପ ମାରି ନେଇ ଖାଇବାକୁ ଲାଗିଲା

ସମକକ୍ଷ : ଝାମ୍ପ

नोचने की क्रिया या भाव।

रोटी का एक टुकड़ा मिलते ही कौए ने उसकी नुचाई शुरू कर दी।
अवलुंचन, अवलुञ्चन, खसोट, नुचाई, नोच, नोचाई

A small sharp bite or snip.

nip, pinch