ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଜୟନ୍ତୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଜୟନ୍ତୀ   ବିଶେଷ୍ୟ

ଅର୍ଥ : ବିଜୟାଦଶମୀ ଦିନ ବ୍ରାହ୍ମଣମାନଙ୍କଦ୍ୱାରା ଆଶୀର୍ବାଦ ସ୍ୱରୂପ ଦିଆଯାଉଥିବା ଯଅ ଅଙ୍କୁର

ଉଦାହରଣ : ନବରାତ୍ରିରେ ଡେଉଁରିଆରେ ଜୟନ୍ତୀ ଭର୍ତ୍ତିକରି ପିଲାମାନଙ୍କୁ ପିନ୍ଧାଯାଏ

विजयादशमी के दिन ब्राह्मणों द्वारा आशीर्वाद के रूप में दिए जाने वाले जौ के अंकुर।

नवरात्रि की जयंती को ताबीज में भरकर बच्चे को पहनाया गया।
जई, जयंती, जयन्ती, शिवानी

A grain of barley.

barley, barleycorn

ଅର୍ଥ : ଦେବାଧିପତି ଇନ୍ଦ୍ରଙ୍କ ଝିଅ

ଉଦାହରଣ : ଜୟନ୍ତ ଓ ଜୟନ୍ତୀ ଭାଇ-ଭଉଣୀ ଥିଲେ

ସମକକ୍ଷ : ଜୟଂତୀ

देवाधिपति इन्द्र की पुत्री।

जयंती और जयंत भाई-बहन थे।
जयंती, जयनी, जयन्ती, शरणी

An imaginary being of myth or fable.

mythical being

ଅର୍ଥ : କୌଣସି ସଂସ୍ଥାର ଜନ୍ମତିଥି କିମ୍ବା କୌଣସି ମହତ୍ୱପୂର୍ଣ କାର୍ଯ୍ୟ ଆରମ୍ଭର ବାର୍ଷିକ ତିଥିରେ ପାଳିତ ହେଉଥିବା ଉତ୍ସବ

ଉଦାହରଣ : ଏ ସଂସ୍ଥା ଆଜି ନିଜର ରଜତ ଜୟନ୍ତୀ ପାଳନ କରୁଅଛି

किसी संस्था की जन्मतिथि अथवा किसी महत्वपूर्ण कार्य के आरम्भ होने की वार्षिक तिथि पर होने वाला उत्सव।

यह संस्था आज अपनी रजत जयंती मना रही है।
जयंती, जयन्ती

A special anniversary (or the celebration of it).

jubilee

ଅର୍ଥ : ଉତ୍ସବ ରୂପରେ ପାଳନ କରାଯାଉଥିବା କୌଣସି ପ୍ରସିଦ୍ଧ ବ୍ୟକ୍ତିଙ୍କ ଜନ୍ମଦିନ

ଉଦାହରଣ : ମହାତ୍ମାଗାନ୍ଧୀଙ୍କ ଜୟନ୍ତୀ ଅକ୍ଟୋବର ଦୁଇ ତାରିଖରେ ପାଳନ କରାଯାଏ

ସମକକ୍ଷ : ଜନ୍ମୋତ୍ସବ, ଜୟଂତୀ

किसी प्रसिद्ध व्यक्ति के जन्म लेने का दिन जो प्रायः उत्सव के रूप में मनाया जाता है।

दो अक्टूबर को महात्मा गाँधी की जयंती मनायी जाती है।
जन्मोत्सव, जयंती, जयन्ती