କୌଣସି ସଂସ୍ଥାର ଜନ୍ମତିଥି କିମ୍ବା କୌଣସି ମହତ୍ୱପୂର୍ଣ କାର୍ଯ୍ୟ ଆରମ୍ଭର ବାର୍ଷିକ ତିଥିରେ ପାଳିତ ହେଉଥିବା ଉତ୍ସବ
ଏ ସଂସ୍ଥା ଆଜି ନିଜର ରଜତ ଜୟନ୍ତୀ ପାଳନ କରୁଅଛି
ଜୟନ୍ତୀ
କୌଣସି ବ୍ୟକ୍ତି,ସଂସ୍ଥା ଆଦି ବା କୌଣସି ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟର ଜନ୍ମ ବା ଆରମ୍ଭ ହେବାର ପଚାଶ ବର୍ଷ ପୂର୍ଣ୍ଣ ହେବା ଅବସରରେ ପାଳନ କରାଯିବା ଜୟନ୍ତୀ
ଭାରତ ନିଜ ସ୍ବାଧୀନତା ପ୍ରାପ୍ତିର ସ୍ବର୍ଣ୍ଣ-ଜୟନ୍ତୀ ୧୯୯୭ ମସିହା ଅଗଷ୍ଟ ୧୫ତାରିଖରେ ପାଳନ କରିଥିଲା
ଗୋଲ୍ଡେନ୍ ଜୁବୁଲି,
ସ୍ବର୍ଣ୍ଣ-ଜୟନ୍ତୀ
ମାଘ ମାସର ଚତୁର୍ଥୀ ଦିନ ପାଳନ କରାଯାଉଥିବା ଗଣପତିଙ୍କ ଜନ୍ମଦିନ
ଗଣେଶ ଜୟନ୍ତୀ ଦିନ ଭୋଗଭାବେ ଏଗାରଟି ମୋଦକ ଚଢାଇବାକୁ ହେବ
ଗଣେଶ ଜୟଂତୀ,
ଗଣେଶ ଜୟନ୍ତୀ
କୌଣସି ବ୍ୟକ୍ତି,ସଂସ୍ଥା ଆଦି ବା କୌଣସି ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟର ଜନ୍ମ ବା ଆରମ୍ଭ ହେବାର ପଚସ୍ତରୀ ବର୍ଷ ପୂର୍ଣ୍ଣ ହେବା ଅବସରରେ ପାଳନ କରାଯିବା ଜୟନ୍ତୀ
ଭାରତୀୟ ରିଜର୍ଭ ବ୍ୟାଙ୍କ ନିଜର ପ୍ଲାଟିନମ ଜୁବୁଲୀ ଅବସରରେ ଦଶଟଙ୍କାର ନୂଆ ମୁଦ୍ରା ପ୍ରଚଳନ କରିବାର ଅଛି
ପ୍ଲାଟିନମ ଜୁବୁଲୀ,
ପ୍ଲାଟିନମ ଜୟନ୍ତୀ