ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଜଡ଼ି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଜଡ଼ି   ବିଶେଷ୍ୟ

ଅର୍ଥ : ଭୂଇଁ ତଳେ ରହୁଥିବା ଗଛର ସେହି ଅଂଶ ଯାହାଦ୍ୱାରା ତାହା ଜଳ ଓ ଆହାର ସଂଗ୍ରହ କରେ

ଉଦାହରଣ : ଆୟୁର୍ବେଦରେ ବହୁତ ପ୍ରକାର ମୂଳର ପ୍ରୟୋଗ ହୋଇଛି

ସମକକ୍ଷ : ଚେର, ମୂଳ

वनस्पतियों आदि का जमीन के अंदर रहने वाला वह भाग जिसके द्वारा उन्हें जल और आहार मिलता है।

आयुर्वेद में बहुत प्रकार की जड़ों का प्रयोग होता है।
चरण, जड़, पौ, मूल, सोर

ଅର୍ଥ : ଗଛର ଯେଉଁ ମୂଳ ଔଷଧ କାମରେ ଲାଗେ

ଉଦାହରଣ : ବୈଦ୍ୟ ଖଣ୍ଡେ ଜଡ଼ି ଘୋରି ରୋଗୀକୁ ପିଆଇଲେ

वनस्पति की वह जड़ जो औषध के काम में आती है।

वैद्य ने एक जड़ी पीसकर रोगी को पिलाया।
जड़ी