ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଜ୍ୟେଷ୍ଠା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଜ୍ୟେଷ୍ଠା   ବିଶେଷ୍ୟ

ଅର୍ଥ : ସମୁଦ୍ର ମନ୍ଥନ ସମୟରେ ପ୍ରଥମେ ବାହାରିଥିବା ଲକ୍ଷ୍ମୀ

ଉଦାହରଣ : ମା ମାର୍ଗଶୀର ମାସରେ ଜ୍ୟେଷ୍ଠାଲକ୍ଷ୍ମୀଙ୍କୁ ପୂଜା କରନ୍ତି

ସମକକ୍ଷ : ଜ୍ୟେଷ୍ଠାଲକ୍ଷ୍ମୀ

वह लक्ष्मी जो समुद्र मंथन के समय पहले निकली थी।

माँ अगहन महीने में ज्येष्ठा की पूजा करती हैं।
ज्येष्ठा

Hindu goddess of fortune and prosperity.

lakshmi

ଅର୍ଥ : ସତେଇଶ ନକ୍ଷତ୍ର ମଧ୍ୟରୁ ଅଷ୍ଟାଦଶ ନକ୍ଷତ୍ର

ଉଦାହରଣ : ଜ୍ୟେଷ୍ଠା ନକ୍ଷତ୍ର ତିନି ତାରାବିଶିଷ୍ଟ

ସମକକ୍ଷ : ଜ୍ୟେଷ୍ଠାନକ୍ଷତ୍ର

सत्ताईस नक्षत्रों में से अठारहवाँ नक्षत्र।

ज्येष्ठा नक्षत्र तीन तारों का है।
ज्येष्ठा, ज्येष्ठा नक्षत्र, पौरंदर, पौरन्दर, शक्र, शक्र-दैवत, शक्रदैवत, शाक्र

ଅର୍ଥ : ଯେଉଁ ସମୟରେ ଚନ୍ଦ୍ରମା ଜ୍ୟେଷ୍ଠା ନକ୍ଷତ୍ରରେ ଥାଆନ୍ତି

ଉଦାହରଣ : ତାର ଜନ୍ମ ଜ୍ୟେଷ୍ଠା ନକ୍ଷତ୍ରରେ ହୋଇଥିଲା

ସମକକ୍ଷ : ଜ୍ୟେଷ୍ଠା ନକ୍ଷତ୍ର

वह काल जब चंद्रमा ज्येष्ठा नक्षत्र में होता है।

उसका जन्म ज्येष्ठा नक्षत्र में हुआ है।
इंद्र, इन्द्र, ज्येष्ठा, ज्येष्ठा नक्षत्र, पौरंदर, पौरन्दर, शक्र, शक्र-दैवत, शक्रदैवत, शाक्र