ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଜ୍ୟେଷ୍ଠ ହେବାର ଅବସ୍ଥା
ଉଦାହରଣ : ଭାଈ ତାଙ୍କର ଜ୍ୟେଷ୍ଠତ୍ୱର ଭରପୂର ଲାଭ ଉଠାଉଛନ୍ତି
ସମକକ୍ଷ : ଜ୍ୟେଷ୍ଠତା
ज्येष्ठ होने की अवस्था या भाव।
Higher rank than that of others especially by reason of longer service.
ଅର୍ଥ : ପଦ ମର୍ଯ୍ୟାଦା ଆଦିରେ କାହାଠାରୁ ବଡ଼ ହେବାର ଅବସ୍ଥା
ଉଦାହରଣ : ଏଠାରେ ଜ୍ୟେଷ୍ଠତାକୁ ଆଧାର କରି ଆବାସ ସ୍ଥାନ ଗୁଡ଼ିକ ବଣ୍ଟାଯାଏ
पद, मर्यादा, आदि में किसी से बड़े होने की अवस्था, क्रिया या भाव।
ସଂସ୍ଥାପନ କରନ୍ତୁ