ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଜୋତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଜୋତ   ବିଶେଷ୍ୟ

ଅର୍ଥ : ଯେଉଁ ଦଉଡ଼ିରେ ତରାଜୁର ପଲା ବନ୍ଧା ଯାଇଥାଏ

ଉଦାହରଣ : ତରାଜୁର ଜୋତ ଛନ୍ଦ ପଡି ଯାଇଛି, ଏଗୁଡ଼ିକୁ ଠିକ କରିଦିଅ

वह रस्सी जिसमें तराजू के पलड़े बँधे रहते हैं।

तराजू के जोत उलझ गये हैं, इन्हें ठीक कर लो।
जोत, जोती

A line made of twisted fibers or threads.

The bundle was tied with a cord.
cord

ଅର୍ଥ : ଯେଉଁ ରଶି ଗୋଟିଏ ପଶୁର ଗଣ୍ଡାରୁ ଅନ୍ୟ ପଶୁର ଗଣ୍ଡା ସହିତ ବନ୍ଧା ହୋଇଥାଏ

ଉଦାହରଣ : ଜମି ହଳ କରିସାରିବା ପରେ ହଳୁଆ ଜୋତ ଖୋଲି ବଳଦକୁ ଅଲଗା କରିଦେଲା

वह रस्सी जो एक पशु के गेराँव से दूसरे पशु के गेराँव में बँधी रहती है।

खेत जोतने के बाद हलवाहे ने गलजोड़ खोलकर बैलों को अलग कर दिया।
गलजोड़, गलजोत