ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଜୋକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଜୋକ   ବିଶେଷ୍ୟ

ଅର୍ଥ : ପାଣିରେ ମିଳୁଥିବା ଗୋଟିଏ ଅଳ୍ପ ଲମ୍ବା ପୋକ ଯେ ଜୀବଙ୍କ ଶରୀରରେ ଲାଗିକରି ତାର ରକ୍ତ ପିଏ

ଉଦାହରଣ : ମଇଁଷି ପୋଖରୀରେ ପଶିବାକ୍ଷଣି ତା ଦେହରେ ଅନେକ ଜୋକ ଲାଗିଗଲେ

पानी में पाया जाने वाला एक थोड़ा लम्बा कीड़ा जो जीवों के शरीर में लगकर उनका खून चूसता है।

भैंस जैसे ही तालाब में घुसी उसके शरीर में कई जोंकें चिपक गईं।
अस्रपा, जलसर्पिणी, जलसूचि, जलाका, जलाटनी, जलात्मिका, जलोका, जलोकिका, जलोरगी, जलौका, जोंक, तीक्ष्णा, पंकेशया, पटालुका, भ्रमणी, रक्तपा, रक्तपाता, रक्तसंदेशिका, रक्तसन्देशिका, वेणिवेधनी, वेधिनी, शंकुमुखी, सलिलौका

Carnivorous or bloodsucking aquatic or terrestrial worms typically having a sucker at each end.

bloodsucker, hirudinean, leech