ଅର୍ଥ : ଏକପ୍ରକାରର ମୋଟା ଶସ୍ୟ
ଉଦାହରଣ :
ଶୀଲା ଜୋଆର ରୁଟି ତିଆରି କରୁଛି
ଅର୍ଥ : ବାଜରା ବା ଶୁଆଁ ଜାତିର ଏକ ଉଦ୍ଭିଦ
ଉଦାହରଣ :
କୃଷକ ଜୋଆର କାଟୁଛି
ଅର୍ଥ : ଯେଉଁ ଗଛର ମଞ୍ଜି ଖାଦ୍ୟଶସ୍ୟରୂପେ ବ୍ୟବହୃତ ହୁଏ
ଉଦାହରଣ :
ଖେତରେ ଜୋଆର ଲହଲହ ହେଉଛି