ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଜୈନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଜୈନ   ବିଶେଷ୍ୟ

ଅର୍ଥ : ଜୈନ ମତାବଲମ୍ବୀ

ଉଦାହରଣ : କେତେକ ଜୈନାବଲମ୍ବୀ ନାକ,ମୁହଁ ଢାଙ୍କି ରଖନ୍ତି

ସମକକ୍ଷ : ଜୈନାବଲମ୍ବୀ

जैन मतावलंबी।

कुछ जैनी नाक,मुँह ढाँककर रखते हैं।
जैन, जैनी, तीर्थिया, श्रावक

A believer in Jainism.

jainist

ଅର୍ଥ : ଭାରତର ଏକ ନାସ୍ତିକବାଦୀ ଧର୍ମ ସଂପ୍ରଦାୟ ଯେଉଁଥିରେ ଅହିଂସା ପରମ ଧର୍ମ ବୋଲି ଗ୍ରହଣ କରାଯାଏ

ଉଦାହରଣ : ଜୈନଧର୍ମ ଦିଗମ୍ବର ଏବଂ ଶ୍ୱେତାମ୍ବର ଏହି ଦୁଇ ଭାଗରେ ବିଭକ୍ତ

ସମକକ୍ଷ : ଜୈନ ସଂପ୍ରଦାୟ, ଜୈନଧର୍ମ

भारत का एक अनिश्वरवादी धर्म जिसमें अहिंसा को परम धर्म माना जाता है।

जैन धर्म दिगम्बर और श्वेताम्बर दो भागों में विभक्त है।
जैन, जैन धर्म