ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଜେରକ୍ସ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଜେରକ୍ସ   ବିଶେଷ୍ୟ

ଅର୍ଥ : ଏକ ବିଶେଷ ଯନ୍ତ୍ରଦ୍ୱାରା ବାହାର କରାଯାଇଥିବା କୌଣସି ଲେଖା ବା ଛପା ହୋଇଥିବା କାଗଜ ଆଦିର ନକଲ ଯାହା ମୂଳ ନକଲର ସମାନ ହୁଏ

ଉଦାହରଣ : ମୋତେ ଏହି ପ୍ରମାଣ ପତ୍ରର ଜେରକ୍ସ ବାହାରକରିବାକୁ ଅଛି

ସମକକ୍ଷ : ଜେରକ୍ସ କପି

एक विशेष यंत्र द्वारा निकाली गई किसी लिखे या छपे हुए कागज आदि की प्रति जो मूल प्रति के समान होती है।

मुझे इस प्रमाण-पत्र का जेराक्स निकलवाना है।
छाया-प्रति, छायाप्रति, ज़िराक्स, ज़िराक्स-कॉपी, ज़िरॉक्स, ज़िरॉक्स-कॉपी, ज़ेराक्स, ज़ेराक्स-कॉपी, ज़ेरॉक्स, ज़ेरॉक्स-कॉपी, जिराक्स, जिराक्स-कॉपी, जिरॉक्स, जिरॉक्स-कॉपी, जीराक्स, जीराक्स-कॉपी, जेराक्स, जेराक्स-कॉपी, जेरॉक्स, जेरॉक्स-कॉपी