ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଜୁଆର-ଭଟ୍ଟା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଜୁଆର-ଭଟ୍ଟା   ବିଶେଷ୍ୟ

ଅର୍ଥ : ସମୁଦ୍ର ଜଳର ଲହଡ଼ିରେ ଆଗକୁବଢ଼ିବା ବା ଉପରକୁ ଉଠିବା କିମ୍ବା ପଛକୁଯିବା ବା ତଳକୁଖସିବାର ଅବସ୍ଥା

ଉଦାହରଣ : ସମୁଦ୍ରରେ ବରାବର ଜୁଆର-ଭଟ୍ଟା ଆସୁଥାଏ ଯାଉଥାଏ

ସମକକ୍ଷ : ଜୁଆରଭଟ୍ଟା

समुद्र के जल का लहराते हुए आगे बढ़ने या ऊपर उठने और फिर पीछे जाने या नीचे गिरने की क्रिया या अवस्था।

समुद्र में बराबर ज्वार-भाटा आता जाता रहता है।
ज्वार भाटा, ज्वार-भाटा

The periodic rise and fall of the sea level under the gravitational pull of the moon.

tide