ଅର୍ଥ : ଯାହାର ପାଚନ ହୋଇଯାଇଛି
ଉଦାହରଣ :
ଜୀର୍ଣ୍ଣ ଭୋଜନରୁ ଶରୀରକୁ ଶକ୍ତି ମିଳିଥାଏ
ଅର୍ଥ : ଯାହା ଭଙ୍ଗାରୁଜା ଅବସ୍ଥାରେ ଥାଏ
ଉଦାହରଣ :
ଏହି ଜୀର୍ଣ୍ଣ ଐତିହାସିକ ଅଟ୍ଟାଳିକାର ମରାମତି ହେବା ଆବଶ୍ୟକ
ସମକକ୍ଷ : ଜର୍ଜର, ଜୀର୍ଣ୍ଣଶୀର୍ଣ୍ଣ
ଅର୍ଥ : ଯାହା ପୁରୁଣା ହୋଇଯିବା କାରଣରୁ କାମରେ ଲାଗେନାହିଁ
ଉଦାହରଣ :
ଆମେ ପୁରୁଣା ଲୁଗାକୁ ତ୍ୟାଗକରି ନୂଆ ଲୁଗା ପିନ୍ଧିଲା ପରି ଆତ୍ମା ଜୀର୍ଣ୍ଣ ଶରୀର ତ୍ୟାଗକରି ନୂତନ ଶରୀର ଧାରଣ କରେ
ସମକକ୍ଷ : ଜର୍ଜର