ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଜୀନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଜୀନ   ବିଶେଷ୍ୟ

ଅର୍ଥ : ଏକ ପ୍ରକାର ମୋଟା ସୂତା ଲୁଗା

ଉଦାହରଣ : ଜୀନର ତନ୍ତୁ ବହୁତ ମଜବୁତ ହୋଇଥଏରମେଶ ଜୀନ୍ସ ସାର୍ଟ ପିନ୍ଧିଛି

ସମକକ୍ଷ : ଜୀନ୍ସ

एक प्रकार का मोटा सूती कपड़ा।

जीन के रेशे बहुत मज़बूत होते हैं।
रमेश जिन्स का शर्ट पहने हुए है।
जींस, जीन, जीन्स

ଅର୍ଥ : ଜୀନ୍ସ କପଡ଼ାରେ ତିଆରି ହେଉଥିବା ଏକ ପ୍ରକାର ପ୍ୟାଣ୍ଟ

ଉଦାହରଣ : ଶ୍ୟାମ ଜୀନ୍ସ ଏବଂ କୁର୍ତ୍ତା ପିନ୍ଧିଛି

ସମକକ୍ଷ : ଜୀନ୍ସ

एक प्रकार की पैंट जो जीन्स के कपड़े से बनी होती है।

श्याम जीन्स और कुर्ता पहने हुए है।
जींस, जीन, जीन्स

ଅର୍ଥ : ଘୋଡ଼ା, ଓଟଆଦିଙ୍କ ପିଠିରେ କସା ଯାଉଥିବା ଗଦି

ଉଦାହରଣ : ସେ ଘୋଡ଼ାର ଜୀନ ଉତ୍ତାରି ତଳେ ରଖିଦେଲା

घोड़े, ऊँट आदि की पीठ पर कसी जाने वाली गद्दी।

उसने घोड़े का ज़ीन उतार कर नीचे रख दिया।
काठी, ज़ीन, जीन

ଅର୍ଥ : ସବୁ ଦେବତାମାନଙ୍କଠାରୁ ଶ୍ରେଷ୍ଠ ଏବଂ ମୁକ୍ତିଦାତା ବୋଲି ବିଚାର କରାଯାଉଥିବା ଜୈନମାନଙ୍କର ଚବିଶ ଉପାସ୍ୟ ଦେବତା

ଉଦାହରଣ : ମହାବୀର ଜୈନମାନଙ୍କର ଶେଷ ତୀର୍ଥଙ୍କର ଥିଲେ

ସମକକ୍ଷ : ତୀର୍ଥଙ୍କର

जैनियों के चौबीस उपास्य देवता जो सब देवताओं से श्रेष्ठ और मुक्तिदाता माने जाते हैं।

महावीर जैनियों के अंतिम तीर्थंकर थे।
अरहत, अरहन, अर्हत, अर्हत्, अर्हन, जिन, जिन देव, जिनदेव, तीर्थंकर, तीर्थकर