ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଜିହ୍ୱା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଜିହ୍ୱା   ବିଶେଷ୍ୟ

ଅର୍ଥ : ମୁଁହ ଭିତରର ଲମ୍ବା ଚେପଟା ମାଂସ ପିଣ୍ଡ ଯେଉଁଥିରେ ରସର ଆସ୍ୱାଦନ ଏବଂ ତାହାର ସହାୟତାରେ ଶବ୍ଦର ଉଚ୍ଚାରଣ ହୁଏ

ଉଦାହରଣ : ଜିଭ କଥା କହିବାରେ ମୁଖ୍ୟ ଭୂମିକା ଗ୍ରହଣ କରେ

ସମକକ୍ଷ : ଜିଭ

मुँह के अंदर का वह लंबा चपटा मांस पिंड जिससे रसों का आस्वादन और उसकी सहायता से शब्दों का उच्चारण होता है।

जीभ बोलने में मुख्य भूमिका निभाती है।
जबान, ज़बान, ज़ुबान, जिब्भा, जिभ्या, जिह्वा, जीभ, जीभड़िया, जीह, जुबान, मुख-चीरी, मुखचीरी, रसना, रसनेंद्रिय, रसनेन्द्रिय, रसमाता, रसमातृका, रसा, ललना, वाणी

A mobile mass of muscular tissue covered with mucous membrane and located in the oral cavity.

clapper, glossa, lingua, tongue