ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଜାହାଜ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଜାହାଜ   ବିଶେଷ୍ୟ

ଅର୍ଥ : ସମୁଦ୍ରରେ ଚାଲୁଥିବା ଯନ୍ତ୍ରଚାଳିତ ବଡ଼ ନୌକା

ଉଦାହରଣ : କାଲି ଆମେ ଭାରତ ନୌସେନାର ଜାହାଜ ବିରାଟକୁ ଦେଖିବାକୁ ଯାଇଥିଲୁ

ସମକକ୍ଷ : ଜଳ ଜାହାଜ, ଜଳ ପୋତ

समुद्र में चलने वाली यंत्रचालित बड़ी नाव।

कल हम भारतीय नौसेना का जहाज़ विराट देखने गए थे।
अर्णवपोत, जल जहाज, जल जहाज़, जलपोत, जहाज, जहाज़, पानी का जहाज, पानी का जहाज़, पानी जहाज, पानी जहाज़, शिप, समुद्री पोत

A vessel that carries passengers or freight.

ship