ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଜଳୀୟ ଉଦ୍ଭିଦ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଜଳୀୟ ଉଦ୍ଭିଦ   ବିଶେଷ୍ୟ

ଅର୍ଥ : ଜଳରେ ହେଉଥିବା ଏକ ପ୍ରକାର ଛୋଟ ଗଛ ଯାହାର ଚେର ପଙ୍କରେ ହୋଇଥାଏ ଏବଂ ସେହି ଗଛ ଜଳରେ ଭାସୁଥାଏ

ଉଦାହରଣ : ପଦ୍ମ ଏକ ଜଳଜ ଉଦ୍ଭିଦ

ସମକକ୍ଷ : ଜଳଜ ଉଦ୍ଭିଦ

जल में उगने वाला पौधा जिसकी जड़ कीचड़ में होती है या वह पौधा जो जल में तैरता रहता है।

कमल एक जलीय पौधा है।
जलीय पादप, जलीय पौधा, जलीय वनस्पति, हाइड्रोफाइट

A plant that grows partly or wholly in water whether rooted in the mud, as a lotus, or floating without anchorage, as the water hyacinth.

aquatic plant, hydrophyte, hydrophytic plant, water plant