ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଜଳରଂଗ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଜଳରଂଗ   ବିଶେଷ୍ୟ

ଅର୍ଥ : ଚିତ୍ର ଆଙ୍କୁଥିବା କଳାକାରମାନଙ୍କ ଦ୍ବାରା ବ୍ୟବହାର କରାଯାଉଥିବା ଗୋଟିଏ ରଙ୍ଗ ଯାହାର ମାଧ୍ୟମ ପାଣି

ଉଦାହରଣ : ସେ ନିଜ ଘର କାନ୍ଥରେ ଜଳରଙ୍ଗରେ ବହୁତ ସୁନ୍ଦର ଚିତ୍ରଅଙ୍କନ କରିଛି

ସମକକ୍ଷ : ଜଳରଙ୍ଗ, ୱାଟର୍ କଲର

चित्र बनाने वाले कलाकारों द्वारा उपयोग में लाया जाने वाला वह रंग जिसका माध्यम पानी होता है।

उसने अपने घर की दीवारों पर जल रंग से बहुत सुंदर चित्रकारी की है।
जल रंग, जल-रंग, जलरंग, वाटर कलर, वॉटर कलर

A water-base paint (with water-soluble pigments). Used by artists.

water-color, water-colour, watercolor, watercolour