ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଜଳଚର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଜଳଚର   ବିଶେଷ୍ୟ

ଅର୍ଥ : ଜଳରେ ରହୁଥିବା ଜୀବ

ଉଦାହରଣ : ମାଛ ଗୋଟିଏ ଜଳଚର ପ୍ରାଣୀ

ସମକକ୍ଷ : ଜଳଚର ଜୀବ, ଜଳଚର ପ୍ରାଣୀ, ଜଳଜୀବ, ଜଳପ୍ରାଣୀ, ଜଳୀୟ ଜନ୍ତୁ, ଜଳୀୟ ଜୀବ

ଅର୍ଥ : ଯେଉଁ ଜନ୍ତୁ ଜଳରେ ମିଳେ ବା ଜଳରେ ରହେ

ଉଦାହରଣ : ମାଛ ଏକ ଜଳୀୟ ଜନ୍ତୁ

ସମକକ୍ଷ : ଜଳ ଜନ୍ତୁ, ଜଳୀୟ ଜନ୍ତୁ, ଜଳୀୟ ପ୍ରାଣୀ, ପାଣିଜନ୍ତୁ

वे जन्तु जो जल में पाये जाते हैं या जल में रहते हैं।

मछली एक जलीय जन्तु है।
जल जंतु, जल जन्तु, जल-जंतु, जल-जन्तु, जलीय जंतु, जलीय जन्तु, जलीय प्राणी, जलीय-जंतु, जलीय-जन्तु, जलीय-प्राणी

Animal living wholly or chiefly in or on water.

aquatic vertebrate

ଜଳଚର   ବିଶେଷଣ

ଅର୍ଥ : ପାଣିରେ ବସବାସ କରୁଥିବା

ଉଦାହରଣ : ମାଛ ଏକ ଜଳଚର ଜୀବ

जल में रहनेवाला।

मछली एक जलचर जीव है।
अंबुचर, अप्सुचर, अम्बुचर, जल-चर, जलचर, जलचारी, तोयचर, सलिलचर

Operating or living or growing in water.

Boats are aquatic vehicles.
Water lilies are aquatic plants.
Fish are aquatic animals.
aquatic