ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଜଳଖିଆ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଜଳଖିଆ   ବିଶେଷ୍ୟ

ଅର୍ଥ : ବିଲରେ କାମ କରୁଥିବା ଲୋକେ ଯେଉଁ ହାଲୁକା ଖାଦ୍ୟ ଖାଆନ୍ତି

ଉଦାହରଣ : ଚାଷୀ ବିଲରେ ବସି ଜଳଖିଆ ଖାଉଛି

वह हल्का भोजन जो खेत में काम करने वाले खाते हैं।

किसान खेत में बैठकर अंकोर खा रहा है।
अँकोर, अंकोर, अकोर, छाक

A light informal meal.

bite, collation, snack

ଅର୍ଥ : ସକାଳେ ବା ସଂଧ୍ୟାଆଦିରେ କରାଯାଉଥିବା ଅଳ୍ପ ଏବଂ ହାଲୁକା ଭୋଜନ

ଉଦାହରଣ : ମୁଁ ଆଜି ଜଳଖିଆରେ ଗାଜର ହାଲୁଆ ଖାଇଲି

ସମକକ୍ଷ : ଜଳପାନ

सुबह या शाम आदि को किया जाने वाला थोड़ा और हल्का भोजन।

मैंने आज जलपान में गाजर का हलवा खाया।
उपाहार, जल-पान, जलपान, नाश्ता

Snacks and drinks served as a light meal.

refreshment