ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଜନସାଧାରଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଜନସାଧାରଣ   ବିଶେଷ୍ୟ

ଅର୍ଥ : କୌଣସି ଦେଶ ବା ସ୍ଥାନର ସମସ୍ତ ବାସିନ୍ଦା ଯେଉଁମାନେ ଏକକ ଭାବରେ ପରିଚିତ ହୋଇଥାଆନ୍ତି

ଉଦାହରଣ : ଇଂରେଜମାନେ ଭାରତୀୟ ଜନତାଙ୍କ ଉପରେ ବହୁତ ଅତ୍ୟାଚାର କରୁଥିଲେ

ସମକକ୍ଷ : ଜନତା, ନାଗରିକ, ପ୍ରଜା, ଲୋକ

किसी देश या स्थान के सब या बहुत से निवासी जो एक इकाई के रूप में माने जाएँ।

अंग्रेजों ने भारतीय जनता पर बहुत अत्याचार किए।
अवाम, आवाम, जन, जनता, पब्लिक, प्रजा

The body of citizens of a state or country.

The Spanish people.
citizenry, people