ଅର୍ଥ : କୌଣସି ଦେଶ ବା ରାଜ୍ୟରେ ବସବାସ କରୁଥିବା ମୂଳ ନିବାସୀ
ଉଦାହରଣ :
ଆଦିବାସୀମାନଙ୍କର ଉଲ୍ଲେଖ ରାମାୟଣରେ ମଧ୍ୟ ମିଳେ
ସମକକ୍ଷ : ଆଦିବାସୀ, ଆଦିମ ଅଧିବାସୀ, ଆଦିମ ନିବାସୀ, ମୂଳନିବାସୀ
ଅର୍ଥ : ଯେଉଁମାନେ ଆଦିମ ଅଧିବାସୀ ଓ ଯେଉଁମାନଙ୍କର ସଭ୍ୟତା, ସଂସ୍କୃତି ଆଦି ସାଧାରଣ ଲୋକଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ ଓ ନିମ୍ନ ସ୍ତରର
ଉଦାହରଣ :
ଭାରତର ଜଙ୍ଗଲଗୁଡ଼ିକରେ ଆଜି ବି କେତେକ ଜନଜାତି ବାସ କରନ୍ତି
ସମକକ୍ଷ : ଆଦିବାସୀ