ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଜଗେଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଜଗେଇବା   କ୍ରିୟାପଦ

ଅର୍ଥ : ଚେତା ଫେରେଇ ଆଣିବା

ଉଦାହରଣ : ହୃଦୟ ଗତି ବନ୍ଦ ହେବାରୁ ବେହୋସ ହୋଇଥିବା ଲୋକର ଛାତି ଉପରେ ସେ ଚାପ ପକେଇ ତାକୁ ଜଗେଇଲେ

ସମକକ୍ଷ : ସଚେତ କରିବା

होश में लाना या चेतना लाना।

हृदय गति के रुकने से बेहोश आदमी को उसने छाती पर दबाव डालकर सचेत किया।
जगाना, सचेत करना

Cause to become awake or conscious.

He was roused by the drunken men in the street.
Please wake me at 6 AM..
arouse, awaken, rouse, wake, wake up, waken

ଅର୍ଥ : ଏଭଳି ସାଧନ ଯେଉଁଥିରେ ଯନ୍ତ୍ରମନ୍ତ୍ରର ପ୍ରଭାବ ଦେଖାଯାଏ

ଉଦାହରଣ : ଅମାବାସ୍ୟା ରାତିରେ ତାନ୍ତ୍ରିକ ଯନ୍ତ୍ରତନ୍ତ୍ରକୁ ଜାଗୃତ କରେ

ସମକକ୍ଷ : ଜାଗୃତ କରିବା, ସାଧନ କରିବା

ऐसा साधन करना कि यंत्र-मंत्र अपना प्रभाव दिखलाए।

अमावस्या की रात में तांत्रिक यंत्र-तंत्र जगाते हैं।
जगाना, साधन करना, साधना

Cause to be alert and energetic.

Coffee and tea stimulate me.
This herbal infusion doesn't stimulate.
arouse, brace, energise, energize, perk up, stimulate