ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଜଗନ୍ନାଥଧାମ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଜଗନ୍ନାଥଧାମ   ବିଶେଷ୍ୟ

ଅର୍ଥ : ଓଡିଶାର ଏକ ପ୍ରସିଦ୍ଧ ତୀର୍ଥସ୍ଥାନ

ଉଦାହରଣ : ଜଗନ୍ନାଥଧାମରେ କୃଷ୍ଣ,ବଳରାମ ଓ ସୁଭଦ୍ରାଙ୍କ ମୂର୍ତ୍ତି ରହିଛି

ସମକକ୍ଷ : ପୁରୀଧାମ, ପୁରୁଷୋତ୍ତମ କ୍ଷେତ୍ର, ଶ୍ରୀକ୍ଷେତ୍ର

उड़ीसा प्रांत का एक प्रसिद्ध तीर्थ स्थान।

जगन्नाथपुरी में कृष्ण, बलराम और सुभद्रा की मूर्तियाँ हैं।
जगन्नाथ, जगन्नाथ धाम, जगन्नाथ-पुर, जगन्नाथ-पुरी, जगन्नाथपुर, जगन्नाथपुरी, पुरी

A place of worship hallowed by association with some sacred thing or person.

shrine