ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଛ’ଆଙ୍ଗୁଳିଆ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଛ’ଆଙ୍ଗୁଳିଆ   ବିଶେଷ୍ୟ

ଅର୍ଥ : ଯାହାଙ୍କ ହାତରେ ଛଅଟି ଆଙ୍ଗୁଳି ଅଛି

ଉଦାହରଣ : ଶ୍ୟାମର ଡାହାଣ ହାତରେ ଛଅଟି ଆଙ୍ଗୁଳି ଥିବା କାରଣରୁ ଲୋକେ ତାକୁ ଛଅଆଙ୍ଗୁଳିଆ କହି ଡାକନ୍ତି

ସମକକ୍ଷ : ଛଅଆଙ୍ଗୁଳିଆ

वह जिसके हाथ में छह उँगलियाँ हों।

श्याम के दाहिने हाथ में छह उँगलियाँ होने के कारण लोग उसे छाँगुर कह कर बुलाते हैं।
चंगू, छंगा, छाँगुर, छांगुर

A human being.

There was too much for one person to do.
individual, mortal, person, somebody, someone, soul

ଛ’ଆଙ୍ଗୁଳିଆ   ବିଶେଷଣ

ଅର୍ଥ : ଯାହାର ଗୋଟିଏ ପାପୁଲିରେ ଛ’ ଆଙ୍ଗୁଳି ଅଛି

ଉଦାହରଣ : ପିଲାଟି ବାରମ୍ବାର ଛଆଙ୍ଗୁଳିଆ ଲୋକର ଆଙ୍ଗୁଳିଗୁଡ଼ିକୁ ଗଣୁଥିଲା

जिसके एक पंजे में छः अंगुलियाँ हों।

बच्चा बार-बार छंगे व्यक्ति की अंगुलियों को गिन रहा था।
छंगा, छंगू