ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଛୋଟଛୋଟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଛୋଟଛୋଟ   ବିଶେଷଣ

ଅର୍ଥ : ଛୋଟ (ଏକରୁ ଅଧିକ ନିମନ୍ତେ ପ୍ରଯୁକ୍ତ)

ଉଦାହରଣ : ଏହି ସଡ଼କ ଧାରରେ ଛୋଟଛୋଟ ଦୋକାନ ଅଛି

ସମକକ୍ଷ : ସାନସାନ

छोटा (एक से अधिक के लिए प्रयुक्त)।

इस सड़क के किनारे छोटी-छोटी दुकानें हैं।
छोटा छोटा, छोटा-छोटा

ଅର୍ଥ : ଅଳ୍ପକେତେକ ଜାଗାରେ ହେଉଥିବା

ଉଦାହରଣ : ଛୋଟଛୋଟ ଘଟଣାକୁ ଛାଡ଼ିଦେଲେ ବନ୍ଦ ସଫଳ ହୋଇଛି

ସମକକ୍ଷ : ସାମାନ୍ୟସାମାନ୍ୟ

कहीं-कहीं पर होने वाला।

छुटपुट घटनाओं को छोड़कर बंद सफल रहा।
छिट-पुट, छिटपुट, छुट-पुट, छुटपुट, थोड़ा बहुत, थोड़ा-बहुत, हलका फुलका, हलका-फुलका, हल्का फुल्का, हल्का-फुल्का

Recurring in scattered and irregular or unpredictable instances.

A city subjected to sporadic bombing raids.
sporadic