ଅର୍ଥ : ସଂସର୍ଗ ବା ମିଳାମିଶାରୁ ଯେଉଁ ରୋଗ ବ୍ୟାପେ
ଉଦାହରଣ :
କାଛୁ ଏକ ସଂକ୍ରାମକ ରୋଗ
ସମକକ୍ଷ : ଡିଆଁରୋଗ, ସଂକ୍ରାମକ ବେମାରୀ, ସଂକ୍ରାମକରୋଗ
ଅର୍ଥ : ଶରୀରର କୌଣସି ଭିତିରି ଦୋଷ କାରଣରୁ ନୁହେଁ ବରଂ ଉପର ବା ବାହାର କାରଣରୁ ହଠାତ୍ ହେଉଥିବା ରୋଗ
ଉଦାହରଣ :
ଶିଶୁ ଛୁଆଁରୋଗରେ ପୀଡିତ
ସମକକ୍ଷ : ଡିଆଁରୋଗ