ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଛିଡ଼ିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଛିଡ଼ିବା   କ୍ରିୟାପଦ

ଅର୍ଥ : କୌଣସି ଜିନିଷର ଛୋଟ ଛୋଟ ଅଙ୍ଗ ବା ଅଂଶଗୁଡ଼ିକୁ ତୁଟି ବା ଭାଙ୍ଗି ଖସିବା

ଉଦାହରଣ : ତା’ର ବାଳ ବହୁତ ଝଡ଼ୁଛି

ସମକକ୍ଷ : ଖସିବା, ଝଡ଼ିବା

किसी चीज़ के छोटे-छोटे अंगों या अंशों का कट या टूटकर गिरना।

उसके बाल बहुत झड़ते हैं।
गिरना, झड़ना, झरना

Come off.

His hair and teeth fell out.
come out, fall out

ଅର୍ଥ : କ୍ଷୀରରେ ଏଭଳି ବିକାର ଅବସ୍ଥା ଯେଉଁଥିରେ ତାର ପାଣି ଓ ସାର ଅଲଗା ଅଲଗା ହୋଇଯାଏ

ଉଦାହରଣ : ଗରମ ଦିନେ କ୍ଷୀର ପ୍ରାୟତଃ ଛିଡ଼ିଯାଏ

ସମକକ୍ଷ : ଛିଣ୍ଡିବା

दूध, खून जैसे गाढ़े द्रव पदार्थ में ऐसा विकार होना जिससे उसका सार भाग अलग और पानी अलग हो जाय।

गर्मी के दिनों में दूध अक्सर फटता है।
फटना

Go sour or spoil.

The milk has soured.
The wine worked.
The cream has turned--we have to throw it out.
ferment, sour, turn, work