ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଛିଟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଛିଟ   ବିଶେଷ୍ୟ

ଅର୍ଥ : କୌଣସି ଉପରି ସ୍ତର ଉପରେ ତିଆରି ହୋଇଥିବା ବା ପଡ଼ିଥିବା କୌଣସି ଚିହ୍ନ

ଉଦାହରଣ : ମୋର ଶାଢ଼ୀର ଛିଟ ପସନ୍ଦ ହୋଇନାହିଁ

ସମକକ୍ଷ : ଚିତ୍ରିତ ବସ୍ତ୍ର

किसी सतह पर बना या पड़ा हुआ कोई चिह्न।

मुझे साड़ी की छींट पसंद नहीं आई।
छींट

A visible indication made on a surface.

Some previous reader had covered the pages with dozens of marks.
Paw prints were everywhere.
mark, print

ଅର୍ଥ : ଏକ ପ୍ରକାରର କପଡ଼ା ଯାହା ଉପରେ ଛିଟ ତିଆରି ହୋଇଥାଏ

ଉଦାହରଣ : ଶ୍ୟାମ ଛିଟର ଏକ ସାର୍ଟ ସିଲେଇ କରାଇଲା

ସମକକ୍ଷ : ଚିତ୍ରିତ ବସ୍ତ୍ର

एक प्रकार का कपड़ा जिस पर छींटें बनी होती हैं।

श्याम ने छींट की एक शर्ट सिलवाई।
छींट

A fabric with a dyed pattern pressed onto it (usually by engraved rollers).

print