ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଛାୟାଦାନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଛାୟାଦାନ   ବିଶେଷ୍ୟ

ଅର୍ଥ : ଘିଅ ବା ତେଲରେ ନିଜ ମୁହଁର ଛାୟା ଦେଖି ସେଥିରେ କିଛି ଦକ୍ଷିଣା ପକାଇ ଦାନ କରିବାର କ୍ରିୟା

ଉଦାହରଣ : ଗ୍ରହ ବାଧା ଦୂର କରିବା ନିମନ୍ତେ କିଛିଲୋକ ଛାୟାଦାନ କରନ୍ତି

घी या तेल में अपने मुख की छाया देखकर उसमें कुछ दक्षिणा डालकर दान करने की क्रिया।

कुछ लोग ग्रह, बाधा दूर करने के लिए छायादान करते हैं।
छायादान

Act of giving in common with others for a common purpose especially to a charity.

contribution, donation