ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଛାଡ଼ ଟଂକା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଛାଡ଼ ଟଂକା   ବିଶେଷ୍ୟ

ଅର୍ଥ : କହାରିକୁ ବନ୍ଧନମୁକ୍ତ କରିବାପାଇଁ ଦିଆଯାଉଥିବା ଅର୍ଥ ବା ଧନ

ଉଦାହରଣ : ଅପହରଣକାରୀମାନେ ମୋହନ ବାପାଙ୍କଠାରୁ ଏକ ଲକ୍ଷ ଟଂକା ନିଷ୍କୃତଧନ ରୂପେ ନେଲେ

ସମକକ୍ଷ : ନିଷ୍କୃତଧନ, ମୁକୁଳାଇବା ଟଙ୍କା

किसी को बंधन से मुक्त करने या कराने के लिए लिया या दिया गया धन।

अपहरणकर्ताओं ने मोहन के पिता से एक लाख रुपये फिरौती ली।
छुड़ाई, छुड़ौती, छोड़ौती, निर्मोचन धन, निष्कृत-धन, फिरौती

Payment for the release of someone.

ransom