ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଛାତି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଛାତି   ବିଶେଷ୍ୟ

ଅର୍ଥ : ପେଟ ଓ ବେକ ମଧ୍ୟରେଥିବା ହାଡ଼ର ପଞ୍ଜରାର ନିର୍ମାଣ

ଉଦାହରଣ : ମା’ କାନ୍ଦୁଥିବା ପିଲାକୁ ନିଜ ଛାତିରେ ଜାକିଦେଲେ

ସମକକ୍ଷ : ବକ୍ଷ, ବକ୍ଷସ୍ଥଳ

शरीर का वह भाग जो पेट और गरदन के बीच स्थित होता है।

माँ ने रोते हुए बच्चे को अपनी छाती से लगा लिया।
अँकवार, अँकोर, अँकोरी, अँकौर, अंकोर, अंकोरी, अंकौर, अकोर, अकोरी, आगा, उर, छाती, वक्ष, वक्ष स्थल, वक्ष-स्थल, वक्षस्थल, वच्छ, वत्स, सीना

The part of the human torso between the neck and the diaphragm or the corresponding part in other vertebrates.

chest, pectus, thorax