ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଛପାହେବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଛପାହେବା   କ୍ରିୟାପଦ

ଅର୍ଥ : ଛାପାଯନ୍ତ୍ର ବା ଛାପଆଦିରେ ଛପାହେବା

ଉଦାହରଣ : ତାଙ୍କର ନୂଆ ପୁସ୍ତକ ଛପାହୋଇଛି

ସମକକ୍ଷ : ମୁଦ୍ରିତ ହେବା

छापे के यंत्र या ठप्पे आदि से छापा जाना।

उनकी नई क़िताब छपी है।
छपना, मुद्रित होना

Put into print.

The newspaper published the news of the royal couple's divorce.
These news should not be printed.
print, publish

ଅର୍ଥ : ଚିହ୍ନିତ ବା ଅଙ୍କିତ ହେବା

ଉଦାହରଣ : ଲଫାଫାରେ ଡାକଘରର ମୋହର ଛପାହୋଇଛି

चिह्नित या अंकित होना।

लिफ़ाफे पर डाकघर की मुहर छपी है।
छपना