ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଛଦ୍ମବେଶ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଛଦ୍ମବେଶ   ବିଶେଷ୍ୟ

ଅର୍ଥ : ବେଶ ବଦଳାଇବା ବା ନିଜ ସ୍ୱରୂପକୁ ଲୁଚାଇବା କ୍ରିୟା

ଉଦାହରଣ : ଛଦ୍ମ ବେଶର ସାହାଯ୍ୟ ନେଇ ସେ ସିପାହୀମାନଙ୍କଠାରୁ ରକ୍ଷାପାଇଗଲା

भेष बदलने या अपने स्वरूप को छिपाने की क्रिया।

अपदेश का सहारा लेकर वह सिपाहियों से बचता रहा।
अपदेश

The act of concealing the identity of something by modifying its appearance.

He is a master of disguise.
camouflage, disguise

ଅର୍ଥ : କାହାର ଅନୁରୂପ ଧରଣର ବେଶ ବା ରୂପ କରାଯାଇଥିବା ଅବସ୍ଥା

ଉଦାହରଣ : ଇନ୍ଦ୍ର ଗୌତମ ଋଷିଙ୍କ ଛଦ୍ମବେଶ ଧାରଣ କରି ଅହଲ୍ୟାଙ୍କ ସତୀତ୍ୱ ନଷ୍ଟ କରିଥିଲେ

ସମକକ୍ଷ : କପଟବେଶ

किसी के अनुरूप धारण किया जानेवाला बनावटी वेष या रूप।

इन्द्र ने गौतम ऋषि का स्वाँग रचकर अहिल्या का सतीत्व भंग किया।
साँग, सांग, स्वाँग, स्वांग

Any attire that modifies the appearance in order to conceal the wearer's identity.

disguise